Jump to content

ନିଯୋକ୍ତବ୍ୟ

ଉଇକିଅଭିଧାନ‌ରୁ

ନିଯୋକ୍ତବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଯୁଜ ଧାତୁ=ଯୋଗ କରିବା +କର୍ମ. ତବ୍ୟ)

[ସମ୍ପାଦନା]
୧. ନିଯୋଗ କରିବାର ଯୋଗ୍ୟ —୧. Fit to be appointed, placed or joined.
୨. ଯାହାକୁ ଦଣ୍ଡିତ ବା ଅତ୍ୟାଚାରିତ କରାଯିବ — ୨. To be harassed or persecuted (M.W.)