ନିଯୋକ୍ତା
ଦେଖଣା
ନିଯୋକ୍ତା
ଉଚ୍ଚାରଣ
[ସମ୍ପାଦନା](ନିଯୋନ୍ତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ ୧ମା. ୧ବ)
[ସମ୍ପାଦନା]- ୧. ସଂଯୋଗକାରୀ ୧. Joining; fastening; attaching.
- ୨. ନିୟୋଗକର୍ତ୍ତା —୨. Appointing; employing; a person who appoints another to any office.
- ୩. ଆଦେଷ୍ଟା; ଆଦେଶକ —୩. Commanding.
- ୪. ଯେ ଉପଭୋଗ କରେ —୪. Enjoying.
- ୫. ପ୍ରବର୍ତ୍ତକ —୫. Stimulating; inciting.
- ୬. କୌଣସି ବିଷୟର ଭର ଅର୍ପଣକାରୀ — ୬. Commissioning; authorising; charging.
ବିଶେଷ୍ୟ -
[ସମ୍ପାଦନା]- ୧. ଚାକିରିରେ ମୁକରର କରିବା ବ୍ୟକ୍ତି — ୧. Employer.
- ୨. ଆଦେଶ ଦେବା ବ୍ୟକ୍ତି — ୨. Commander; director.
- ୩. ପ୍ରଭୁ; ମୁନିବ; ଖାମିଦ —୩. Lord; master.
- ୪. ଶାସନକର୍ତ୍ତା —୪. Ruler.