ନିଯୋଗୀ
ଦେଖଣା
ନିଯୋଗୀ
ଉଚ୍ଚାରଣ
[ସମ୍ପାଦନା](ନିୟୋଗୀ—ଅନ୍ୟରୁପ)
=== ସଂସ୍କୃତ - ବିଶେଷଣ - ପୁଂ(ନି+ଯୁକ ଧାତୁ+କର୍ମ, ଇନ୍ ୧ମା. ୧ବ.)
- ୧. ନିଯୁକ୍ତ; ନିଯୋଜିତ —୧. Appointed; authorised; commissioned.
[ନିଯୋ(ୟୋ)ଗିନୀ—ସ୍ତ୍ରୀ]
- ୨. ଆଦିଷ୍ଟ — ୨. Directed; deputed; ordered.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କର୍ମସଚିବ —୧. Minister; officer.
- ୨. ଦଲାଲ୍ —୨. Commission agent.
- ୩. ନିଯୁକ୍ତ କର୍ମଚାରୀ —୩. A functionary.
- ୪. (ହିନ୍ଦୁ ସ୍ମୃତି) ନିଯୋଗ ବିଧିଦ୍ୱାରା ଅବୀରା ବିଧବା ଗର୍ଭରେ ସନ୍ତାନ ଉପ୍ତାଦନାର୍ଥ ନିଯୋଜିତ ବ୍ୟକ୍ତି (ହିନ୍ଦୀ - ଶ.) ୪. (Hindu law) A person authorised to raise issue on a childless widow.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୃତ୍ୟ —Servant.
କଂସର ଅଟଇ ନିଯୋଗୀ କରଇ ଗନ୍ଧ ଲାଗି ଜଗନ୍ନାଥ. ଭାଗବତ