Jump to content

ନିଯୋଜକ

ଉଇକିଅଭିଧାନ‌ରୁ

ନିଯୋଜକ

ଉଚ୍ଚାରଣ

[ସମ୍ପାଦନା]
[ନି(ଯୋ)ଜିକା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ନି+ଯୁଜ୍. ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ନିଯୋକ୍ତା —Appointing; commanding; enjoining.

ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଭୁ; ଖାଉନ୍ଦ; ଯେ ଭୃତ୍ୟ ନିଯୁକ୍ତ କରେ —୧. Employer; master.
୨. ଆଦେଶକର୍ତ୍ତା —୨. Commander.