Jump to content

ନିଯୋଜିବା

ଉଇକିଅଭିଧାନ‌ରୁ

ନିଯୋଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ପଦ୍ୟ)

୧. ନିଯୁକ୍ତ କରିବା — ୧. To employ.

ଦଶ ଶତ ଧ୍ୱନୀ ପଦାତି ସତ୍ୱରେ ନିୟୋଜିଲେ ନରସାଇଁ— ରାଧାନାଥ. ପାର୍ବତ୍ୟ

୨. ଯୋଗାଇବା —୨. To supply.

ତାଙ୍କ ତାମ୍ୱୁଳ ନିଯୋଜନ୍ତି, ମଧ୍ୟରେ ସେବକ ବୋଲାନ୍ତି ଜଗନ୍ନାଥ. ଭାଗବତ

୩. ଯୁକ୍ତ କରିବା —୩. To attached.

ସେ ମାର୍ଗ ମୋତେ ଦେଖାଇଲେ, ବିଷ୍ଣୁ ଶରୀରେ ନିୟୋଜିଲେ ଜଗନ୍ନାଥ. ଭାଗବତ