Jump to content

ନିଯୋଦ୍ଧା

ଉଇକିଅଭିଧାନ‌ରୁ

ନିଯୋଦ୍ଧା

ଉଚ୍ଚାରଣ

[ସମ୍ପାଦନା]

(ନିଯୋଧକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନି=ସମ୍ମୁଖରେ+ଯୁଧ୍ ଧାତୁ=ଯୁଦ୍ଧ କରିବା +କର୍ତ୍ତୃ ତୃ, ନିଯୋଦ୍ଧୃ ଶବ୍ଦ ୧ମା ୧ବ)

[ସମ୍ପାଦନା]
୧. କୁକ୍କୁଟ —୧. A cook.
୨. ମଲ୍ଲ ଯୋଦ୍ଧା; ପହିଲ୍ ବାନ୍ —୨. A wrestler; a pugilist.
୩. ଯୋଦ୍ଧା —୩. Combatant; warrior.