ନିରଂଶ
ଦେଖଣା
ନିରଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ଅଂଶ; ଯାହାର)
[ସମ୍ପାଦନା]- ୧. ଅଂଶରହତି; ଭାଗହୀନ —୧. Distitute of a share; not entitled to a share.
- ୨. ଶାସ୍ତ୍ର ଅନୁସାରେ ଯୋଉଁ ଉତ୍ତରାଧିକାରୀ ପୈତୃକ ସମ୍ପତ୍ତିରୁ ହିଂସା ପାଏ ନାହିଁ —୨. Not entitled to a share in the ancestral property.
[ଦ୍ରଷ୍ଟବ୍ୟ —ଯାଜ୍ଞବଲ୍ଲ୍ୟଙ୍କ ମତରେ—ପତିତ, ପତିତର ପୁତ୍ର, କ୍ଲୀବ, ପଙ୍ଗୁ, ଉନ୍ନତ୍ତ, ଜଡ଼, ଅଚିକିତ୍ସ୍ୟ ରୋଗରେ ପୀଡ଼ିତ—ଏମାନେ ନିରଂଶ ଅର୍ଥାତ୍ ପୈତୃକ ସମ୍ପତ୍ତିରୁ ଭାଗ ପାଆନ୍ତି ନାହିଁ]
- ୩. ସମୁଦାୟ —୩. Whole; entire; (Apte).
=== ବିଶେଷ୍ୟ - (ଜ୍ୟୋତିଷ) ରାଶିର ଭୋଗ କାଳର ପ୍ରଥମ ଓ ଶେଷ ଦିନ; ସଂକ୍ରାନ୍ତି; ସୁର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ରାଶିକୁ ଗମନ — ୩. (Astronomy) The sun's entering into a new sign; the passage of the sun from one sign to the next.
ଦେଶଜ - ବିଶେଷଣ -
[ସମ୍ପାଦନା]ନିରଂଶିଆ (ଦେଖ) - —Niraṁṡiā(see)
=== ବିଶେଷ୍ୟ -
ନିର୍ବଂଶ ଅବସ୍ଥା —Issueless condition.