Jump to content

ନିରଂଶିଆ

ଉଇକିଅଭିଧାନ‌ରୁ

ନିରଂଶିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ନିରଂଶୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ନିର୍ବଂଶ)

[ସମ୍ପାଦନା]
୧. ନିର୍ବଂଶ; ଯାହାର ବଂଶ ଲୋପ ପାଇଥାଏ — ୧. One who leaves no family member.
୨. ବେବାରସ — ୨. Heirless; leaving no successor.
୩. ନାବାରସ; ଯେଉଁ ସମ୍ପତ୍ତିର କେହି ଉତ୍ତରାଧିକାରୀ ନାହିଁ —୩. Having no body to succeed to it (porperty).
୫. (ଗାଳି ବା ଅଭିଶାପ) ଆଣ୍ଠୁକୁଡା; ଅପୁତ୍ରିକ — ୫. (a term of cursing) Childless.
୬. (ଗାଳି) ଅଳ୍ପାୟୁଷ — ୬. (a term of cursing) Short lived.

କେ ବାଇଶ ବର୍ଷିଆ କେ ପନ୍ଦର ବର୍ଷିଆ କେ ସାତ ସତର କେ ଅଟଇ ନିରଂଶିଆ—ପୀତାମ୍ୱର. ନୃସିଂହପୁରାଣ