Jump to content

ନିରକ୍ତ

ଉଇକିଅଭିଧାନ‌ରୁ

ନିରକ୍ତ

ଉଚ୍ଚାରଣ

[ସମ୍ପାଦନା]

ନିରକ୍ତି, ନିରକ୍ତିଆଅନ୍ୟରୂପ

(ନିରକ୍ତୀ; ନିରକ୍ତେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ନୀରକ୍ତ)

[ସମ୍ପାଦନା]
୧. ରକ୍ତହୀନ — ୧. Bloodless; sallow.
୨. ଦୁର୍ବଳ; ନିର୍ବଳ — ୨. Having no strength; weak.
୩. ସାହସହୀନ; ଭୀରୁ — ୩. Timid; having no courage.