Jump to content

ନିରକ୍ଷ

ଉଇକିଅଭିଧାନ‌ରୁ

ନିରକ୍ଷ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ନିର+ଅକ୍ଷ)

୧. ଅକ୍ଷଶନ୍ୟ — ୧. Without dice.
୨. (ଜ୍ୟୋତିଷ) ଯେଉଁ ସ୍ଥାନରେ ଅକ୍ଷାଂଶ ନାହିଁ — ୨. (astronomy) (a place) Of no latitude.

ବିଶେଷ୍ୟ -

[ସମ୍ପାଦନା]

(ଭୂଗୋଳ ପରିଭାଷା) ନିରକ୍ଷବୃତ୍ତ (ଦେଖ) - Nirakshabṛutta (See)

ଦେଶଜ - ବିଶେଷଣ - (ସଂସ୍କୃତ - ନିର+ରକ୍ଷକ)

[ସମ୍ପାଦନା]
୧. ରକ୍ଷକବିହୀନ — ୧. Having no protector.
୨. ଅସହାୟ —୨. Helpless.