ନିରକ୍ଷର
(ନିରକ୍ଷରା—ସ୍ତ୍ରୀ)
ମୂର୍ଖ; ଅକ୍ଷର ଜାଣି ନ ଥିବା; ଆଦୌ ବିଦ୍ୟାଭାସ କରି ନ ଥିବା (ବ୍ୟକ୍ତି) —Unlettered.
(ନିରକ୍ଷରତା—ବି)