Jump to content

ନିରକ୍ଷ ବୃତ୍ତ

ଉଇକିଅଭିଧାନ‌ରୁ

ନିରକ୍ଷ ବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

(ନିରକ୍ଷରେଖା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଭୂଗୋଳପରିଭାଷା)

[ସମ୍ପାଦନା]
୧. ଭୁମଧ୍ୟରେଖା; ବିଷୁବ ରେଖା; ନାଡ଼ୀମଣ୍ଡଳ — ୧. The terrestrial equator.

[ଦ୍ରଷ୍ଟବ୍ୟ —ଯେଉଁ ରେଖାଦ୍ୱାରା ପୃଥିବୀକୁ ଉତ୍ତରାର୍ଦ୍ଧ ଓ ଦକ୍ଷିଣାର୍ଦ୍ଧ ଏହି ଦୁଇ ଭାଗରେ ବିଭକ୍ତ କରାଯାଏ, ସେ ରଖାକୁ ନିରକ୍ଷ ବୃତ୍ତ ବା ନିରକ୍ଷ ରେଖା କହନ୍ତି ଏହି ରେଖାର ଉତ୍ତର ଓ ଦକ୍ଷିଣର କିୟଦଂଶ ସଥାନକୁ ନିରକ୍ଷଦେଶ ବୋଲାଯାଏ]

୨. ଅକ୍ଷାଂଶ —୨. Latitude (Apte).