Jump to content

ନିରଖ

ଉଇକିଅଭିଧାନ‌ରୁ

ନିରଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିର୍ଖ; ତୁଳ. ସଂସ୍କୃତ - ନିରୀକ୍ଷଣ)

[ସମ୍ପାଦନା]
୧. କୌଣସି ପଦର୍ଥର ସ୍ଥିରୀକୃତ ଦର — ୧. Tariff; fixed price of a thing; authorised market-rate.
୨. ବଜାର ଦର; ଭାଉ — ୨. Market rate; current price.
୩. ନିଶ୍ଚୟତା —୩. Certainty.
୪. ସ୍ଥିରୀକରଣ —୪. Ascertainment.

ବିଶେଷଣ -

[ସମ୍ପାଦନା]
୧. ଅପକ୍ଷକ —୧. Protectorless.
୨. ଅସହାୟ —୨. Helpless.