Jump to content

ନିରଗ୍ନି

ଉଇକିଅଭିଧାନ‌ରୁ

ନିରଗ୍ନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର=ନାହିଁ+ଅଗ୍ନି)

[ସମ୍ପାଦନା]
୧. ଅଗ୍ନି ଶୂନ୍ୟ; ଅନଗ୍ନି —୧. Fireless.
୨. ନିସ୍ତେଜ —୨. Devoid of vigour on brightness.

ବିଶେଷ୍ୟ -

[ସମ୍ପାଦନା]

ଯେଉଁ ବ୍ରାହ୍ମଣର ଗୃହରେ ଯଜ୍ଞାଗ୍ନି ସଞ୍ଚିତ ହୋଇ ରଖାଯାଇ ନ ଥାଏ —A Brāhmaṇa who does not maintain the consecrated sacrificial fire in his home.