Jump to content

ନିରଙ୍କୁଶ

ଉଇକିଅଭିଧାନ‌ରୁ

ନିରଙ୍କୁଶ

ଉଚ୍ଚାରଣ

[ସମ୍ପାଦନା]
(ନିରଙ୍କୁଶା—ସ୍ତ୍ରୀ) 

(ନିରଙ୍କୁଶତା—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ)

[ସମ୍ପାଦନା]
୧. ଅନିବାର୍ଯ୍ୟ —୧. unavoidable; irresistible.
୨. ବାଧା ଶୂନ୍ୟ; ପ୍ରତିବନ୍ଧକଶୂନ୍ୟ — ୨. unrestricted; unchecked; uncontrolled.
୩. ସ୍ୱେଚ୍ଛାଚାରୀ —୩. Wilful.
୪. ସ୍ୱାଧୀନ —୪. Independent; free.
୫. ଅଶାସ୍ୟ —୫. Unruly (M.W.).
୬. ଅପବ୍ୟୟୀ —୬. Extravagant.