Jump to content

ନିରଙ୍କୁଶତା

ଉଇକିଅଭିଧାନ‌ରୁ

ନିରଙ୍କୁଶତା

ଉଚ୍ଚାରଣ

[ସମ୍ପାଦନା]

(ନିରଙ୍କୁଶତ୍ୱ—ଅନ୍ୟରୂପ)

=== ସ. ବିଶେଷ୍ୟ - (ନିରଙ୍କୁଶ+ଭାବ. ତା; ତ୍ୱ)

୧. ସ୍ୱାତନ୍ତ୍ର୍ୟ — ୧. Freedom; liberty.
୨. ବାଧା ଶୂନ୍ୟତା — ୨. Want of restraint.
୩. ସ୍ୱେଚ୍ଛାଚାରିତା —୩. Wilfulness.