Jump to content

ନିରଙ୍ଗ

ଉଇକିଅଭିଧାନ‌ରୁ

ନିରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଅଙ୍ଗ)

[ସମ୍ପାଦନା]
୧. ଅଙ୍ଗହୀନ —୧. Limbless.


୨. ନିରାକାର — ୨. Shapeless; without form.
୩. ଅଶରୀରୀ; ନିରବୟବ —୩. Incorporeal.
୪. ଅସମ୍ପୂର୍ଣ୍ଣ —୪. Incomplete (M.W.).
୫. ନିରୁପାୟ; ଉପାୟାନ୍ତର ହୀନ —୫. Having no resources or expedients. (M.W.)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ରୂପକ ଅଳଙ୍କାର (ହିନ୍ଦୀ - ଶ.) — A kind of simile.

[ଦ୍ରଷ୍ଟବ୍ୟ —ଯେଉଁ ରୂପକ ଅଳଙ୍କାରରେ ଉପମେୟର ସବୁ ଅଙ୍ଗ ନିର୍ଦ୍ଦେଶ କରାଯାଏ ନାହିଁ ତାକୁ ନିରଙ୍ଗ ରୂପକ ବୋଲାଯାଏ— ହିନ୍ଦୀ - ଶବ୍ଦସାଗର]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ମହର୍ଗ କାଳ; କାନ୍ତାର; ଦୂର୍ଭିକ୍ଷ — Famine; a time of rise in prices of food grains.



ନିରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଅଚଳ — ୧. Immovable (M.W.)
୨. ନିଷ୍ଟମ୍ପ —୨. Not fleckering (M.W.)