Jump to content

ନିରଙ୍ଗୁଳ

ଉଇକିଅଭିଧାନ‌ରୁ

ନିରଙ୍ଗୁଳ

ଉଚ୍ଚାରଣ

[ସମ୍ପାଦନା]

(ନିରଙ୍ଗୁଳି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିର୍+ଅଙ୍ଗୁଳ)

[ସମ୍ପାଦନା]
୧. ଯାହା ଅଙ୍ଗୁଳିରୁ ନିର୍ଗତ ହୋଇଅଛି (ପ୍ରକୃତିବାଦ) — ୧. Growing out of the fingers.
୨. ଅଙ୍ଗୁଳିହୀନ —୨. Fingerless.