Jump to content

ନିରଞ୍ଜନୀ

ଉଇକିଅଭିଧାନ‌ରୁ

ନିରଞ୍ଜନୀ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ନିରଞ୍ଜନଙ୍କ)

ଉପାସକ ସଂପ୍ରଦାୟବିଶେଷ — Name of a sect of devotees.

[ଦ୍ରଷ୍ଟବ୍ୟ —ନିରାନନ୍ଦ ସ୍ୱାମୀ ଏହି ସଂପ୍ରଦାୟର ପ୍ରବର୍ତ୍ତକ; ସେ ନିରଞ୍ଜନ ନିରାକାର ପରବ୍ରହ୍ମଙ୍କର ଉପାସନା କରୁଥିଲେ, ତେଣୁ ତତ୍ପ୍ରବର୍ତ୍ତିତ ଶାଖା ନିରଞ୍ଜନୀ ନାମରେ ଅଭିହିତ; କିନ୍ତୁ ଆଜିକାଲି ନିରଞ୍ଜନୀ ସାଧୁମାନେ ରାମାନନ୍ଦଙ୍କ ମତାନୁସାରେ ସାକାର ଉପାସନା ଗ୍ରହଣ କରି ଉଦାସୀ ବୈଷ୍ଣବ ହୋଇ ଅଛନ୍ତି ଓ କୌପୀନ, ତିଳକ ଓ କଣ୍ଠି ଧାରଣ କରୁ ଅଛନ୍ତି ମାରବାଡ଼ ଦେଶରେ ଏମାନଙ୍କର ଅନେକ ଆଖଡ଼ା ଅଛି ହିନ୍ଦୀ - ଶ.]