ନିରତ
ଦେଖଣା
ନିରତ
ଉଚ୍ଚାରଣ
[ସମ୍ପାଦନା](ନିରତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ନି+ରମ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ବ୍ୟାପୃତ; ନିଯୁକ୍ତ —୧. Engaged; engrossed.
- ୨. ପ୍ରବୃତ୍ତ —୨. Commenced; engaged in; occupied with.
- ୩. ଆସକ୍ତ —୩. Attached.
- ୪. ଅନୁରକ୍ତ —୪. Devoted to; very fond of.
- ୫. ଅତି ଆନନ୍ଦିତ — ୫. Extremely delighted with.
- ୬. ସନ୍ତୁଷ୍ଟ —୬. Pleased; satisfied.
- ୭. ବିରତ —୭. Rested; ceased (Apte).
(ନିରତେ—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ନିରନ୍ତର)
[ସମ୍ପାଦନା]- ୧. ସର୍ବଦା —୧. Incessantly.
ନିରତେ ଅସ୍ଥିରା ଦେବୀ, ଆସନୁ ଆସନେ, ନିରତେ କରନ୍ତି ସ୍ଥିତି, ସ୍ୱଭାବେ ଚପଳା—ରଧାନାଥ. ମହାଯାତ୍ରା
- ୨. ଦିବା ନିଶି —୨. Day and night.