Jump to content

ନିରତିଶୟ

ଉଇକିଅଭିଧାନ‌ରୁ

ନିରତିଶୟ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - କ୍ରି. ବିଶେଷଣ - ଓବିଶେଷଣ - (ନିର୍+ନିତାନ୍ତ+ଅତିଶୟ= ଆଧିକ୍ୟ)

୧. ଅତ୍ୟଧିକ — ୧. Excessive; greatest; extreme; too much.
୨. ଅନତିକ୍ରମଣୀୟ —୨. Unsurpassable; insurmountable.
୩. ଅତ୍ୟନ୍ତ; ଅତିରିକ୍ତ ରୂପେ —୩. Exceedingly.

ବିଶେଷ୍ୟ -

[ସମ୍ପାଦନା]

ପରମେଶ୍ୱର —God.