ନିରତ୍ୟୟ
ଦେଖଣା
ନିରତ୍ୟୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ଅତ୍ୟୟ=ଦୋଷ ବିନାଶ)
[ସମ୍ପାଦନା]- ୧. ନିର୍ଦ୍ଦୋଶ — ୧. Faultless; flawless.
- ୨. ନିଷ୍ପାପ; ଅନଘ —୨. Sinless.
- ୩. ଅବିନଶ୍ୱର —୩. immortal; industructible.
- ୪. ବାଧାଶୂନ୍ୟ —୪. Unrestrained; unchecked.
- ୫. ଅନିବାର୍ଯ୍ୟ —୫. Irresistible.
- ୬. ବିପଦଶୂନ୍ୟ; ନିରାପଦ —୬. Free from danger; secure (M.W.)
- ୭. ଯାହା କୌଣସି କଷ୍ଟ ଦିଏ ନାହିଁ — ୭. Causing no pain (M.W.)