ନିରନୁକ୍ରୋଶ
ଦେଖଣା
ନିରନୁକ୍ରୋଶ
ଉଚ୍ଚାରଣ
[ସମ୍ପାଦନା](ନିରନୁକ୍ରୋଶା—ସ୍ତ୍ରୀ)
(ନିରନୁକ୍ରୋଶତା—ବି)
=== ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନର୍+ଅନୁକ୍ରୋଶ)
- ୧. ନଷ୍କରୂଣ — ୧. Unkind; hardhearted.
- ୨. ନିଷ୍ଠୁର; ନିର୍ଦ୍ଦୟ; କଠୋର — ୨. Cruel; pitiless.
- ୩. ନିଃସ୍ନେହ; ସ୍ନେହହୀନ —୩. Unfeeling.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନିଷ୍ଠୁରତା —Cruelty; hardheartedness.