Jump to content

ନିରନୁଗ୍ରହ

ଉଇକିଅଭିଧାନ‌ରୁ

ନିରନୁଗ୍ରହ

ଉଚ୍ଚାରଣ

[ସମ୍ପାଦନା]
(ନିରନୁଗ୍ରହା—ସ୍ତ୍ରୀ) 

(ନିରନୁଗ୍ରହତା—ବି)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଅନୁଗ୍ରହ)

[ସମ୍ପାଦନା]
୧. ଅନୁଗ୍ରହଶୂନ୍ୟ —୧. Ungracious.
୨. ପ୍ରତିକୂଳ —୨. Unfavourable.
୩. ନିର୍ଦ୍ଦୟ —୩. Unkind.