ନିରନୁରୋଧ
ଦେଖଣା
ନିରନୁରୋଧ
ଉଚ୍ଚାରଣ
[ସମ୍ପାଦନା][ନିରନୁରୋଧତ୍ୱ(ତା)—ବି]
(ନିରନୁରୋଧା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନହିଁ+ଅନୁରୋଧ)
[ସମ୍ପାଦନା]- ୧. ଯେ ଅନୁରୋଧରେ ଅପେକ୍ଷା ନ ରଖେ; ବେମୋହବତିଆ; ଯେ ମୁଲାହିଜାକୁ ଚାହେଁ ନାହିଁ; ନିରପେକ୍ଷ — ୧. One who does not accede to request; having no regard for the request or feeling of others.
- ୨. ଅପ୍ରିୟ —୨. Disagreeable; unamiable.
- ୩. ନିଷ୍କୃପ; ନିର୍ଦ୍ଦୟ —୩. Unkind.
- ୪. ପ୍ରତିକୂଳ —୪. Unfavourable.