ନିରନ୍ୱୟ
ଦେଖଣା
ନିରନ୍ୱୟ
ଉଚ୍ଚାରଣ
[ସମ୍ପାଦନା](ନିରନ୍ୱୟା—ସ୍ତ୍ରୀ)
(ନିରନ୍ୱୟତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅନ୍ନୟ)
[ସମ୍ପାଦନା]- ୧. ଅସଂଲଗ୍ନ; ସମ୍ୱନ୍ଧହୀନ —୧. unrelated; unmethodical; unconnected.
- ୨. (ବ୍ୟାକରଣ) ଅନ୍ନୟରହିତ —୨. (grammer) Not agreeing with the context of a sentence.
- ୩. ନିରପତ୍ୟ; ନିଃସନ୍ତାନ —୩. Childless; issueless; having no descendants.
- ୪. ବଂଶହୀନ; ନିର୍ବଂଶ —୪. Without posterity.
- ୫. ଅଯୌକ୍ତିକ —୫. Illigical; without logical sequence.
- ୬. ଅନୁଚରହୀନ — ୬. Without retinue; unattended (M.W.)
- ୭. ଅଦୃଶ୍ୟ — ୭. Without being seen; out of sight (Apte)
- ୮. ଅପ୍ରତ୍ୟାଶିତ —୮. Sudden; unexpected.