ନିରପକ୍ଷ
ଦେଖଣା
ନିରପକ୍ଷ
ଉଚ୍ଚାରଣ
[ସମ୍ପାଦନା](ସାହାପକ୍ଷ—ବିପରୀତ)
ଗ୍ରାମ୍ୟ - ବିଣ—(ସଂସ୍କୃତ - ନିରପେକ୍ଷ)
[ସମ୍ପାଦନା]- ୧. ନିର୍ଦ୍ଦୟ; ନିଷ୍ଠୁର — ୧. Unkind; cruel; hardhearted.
ସିଂହଦ୍ୱାରେ ପ୍ରବେଶିକା ନିରାପକ୍ଷ ରାତି—ଶାଚନ ମହାଭାରତ. ସଭା
- ୨. କଠିନ —୨. Hard.
- ୩. ଅପକ୍ଷପାତୀ —୩. Impartial; righteous.
- ୪. ବିପକ୍ଷ; ପ୍ରତିକୂଳ — ୪. Opposing; unfavourable.