Jump to content

ନିରପରାଧୀ

ଉଇକିଅଭିଧାନ‌ରୁ

ନିରପରାଧୀ

ଉଚ୍ଚାରଣ

[ସମ୍ପାଦନା]
(ନିରପରାଧିନୀ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ଅଶୁଦ୍ଧ ବ୍ୟବହାର)

[ସମ୍ପାଦନା]

ନିର୍ଦ୍ଦୋଷ — Innocent; guiltless.

[ଦ୍ରଷ୍ଟବ୍ୟ —ନିରପରାଧୀ ଓ ନିରପରାଧୀ ଶବ୍ଦ ସଂସ୍କୃତ ଭାଷାରେ ଚଳେ ନାହିଁ, 'ନିର୍' ଇପସର୍ଗ ସଙ୍ଗେ ବହୁବ୍ରୀହି ସମାସ ହେଲେ 'ନିରପରାଧ' ଶବ୍ଦ ବିଶେଷ୍ୟ ରୂପେ ସିଦ୍ଧ ହୁଏ, ଅତଏବ 'ନିରପରାଧ' ଏହି ବିଶେଷ୍ୟରେ ଇନ୍ ପ୍ରତ୍ୟୟ କରି ବିଶେଷଣ ପଦ ସିଦ୍ଧ କରିବା ବ୍ୟାକରଣବିରୁଦ୍ଧ; ସେହିପରି ନିର୍ଦ୍ଦୋଷୀ ଓ ନିରୋଗୀ ପ୍ରଭୃତି ମଧ୍ୟ ଅଶୁଦ୍ଧ]