Jump to content

ନିରପାୟ

ଉଇକିଅଭିଧାନ‌ରୁ

ନିରପାୟ

ଉଚ୍ଚାରଣ

[ସମ୍ପାଦନା]
(ନିରପାୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନିର+ଅପାୟ; ବହୁବ୍ରୀହି)

[ସମ୍ପାଦନା]
୧. ଅନିଷ୍ଟହୀନ; ନିରାପଦ —୧. Free from harm or evil. (Apte)
୨. ଅକ୍ଷୟ; ଅବିନାଶୀ; ଅବିନଶ୍ୱର — ୨. Imperishable; infallible; free from decay.