ନିରପେକ୍ଷ
ଦେଖଣା
ନିରପେକ୍ଷ
ଉଚ୍ଚାରଣ
[ସମ୍ପାଦନା](ନିରପେକ୍ଷା—ସ୍ତ୍ରୀ)
[ନିରପେକ୍ଷତା(ତ୍ୱ)—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ଅପେକ୍ଷା)
[ସମ୍ପାଦନା]- ୧. ଅନପେକ୍ଷ; ଅପେକ୍ଷାରହିତ — ୧. Not expecting anything from any one, regardless.
- ୨. ତଟସ୍ଥ; ଉଦାସୀନ —୨. Indifferent.
- ୩. ଅନବହିତ —୩. Inattentive.
- ୪. ସ୍ୱାଧୀନ; ସ୍ୱତନ୍ତ୍ର —୪. Independent of; unconnected with; unencumbered by.
- ୫. ଅପକ୍ଷପାତ —୫. Impartial; upright.
- ୬. ସଂସାର ବନ୍ଧନ ପ୍ରତି ବିରାଗଯୁକ୍ତ —୬. Indifferent to wordly attachments or pursuits. (Apte)
- ୭. ଅସ୍ୱାର୍ଥପର —୭. Disinterested (Apte)
- ୮. ଯେ ଅନ୍ୟ କାହା ଠାରୁ ପୁରସ୍କାର ପ୍ରତ୍ୟାଶା କରେ ନାହିଁ —୮. Not expecting any reward from another. (Apte)
- ୯. ଉଦ୍ଦେଶ୍ୟହୀନ —୯. Without purpose (Apte)