ନିରପେକ୍ଷ ଗତି
ଅନ୍ୟ ବସ୍ତୁର ଗତି ସଙ୍ଗେ ଯେଉଁ ଗତିର କୌଣସି ସମ୍ୱନ୍ଧ ନ ଥାଏ; ସ୍ୱତନ୍ତ୍ର ଗତି — Free motion.
ସ୍ୱାଧୀନ ଗତିବିଶିଷ୍ଟ —Having free motion.