Jump to content

ନିରବଗ୍ରହ

ଉଇକିଅଭିଧାନ‌ରୁ

ନିରବଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ଅବଗ୍ରହ=ଅବ— ରୋଧ)

[ସମ୍ପାଦନା]
୧. ଅପ୍ରତିହତ; ବାଧାହୀନ; ପ୍ରତିବନ୍ଧକ— ବିହୀନ —୧. Unchrcked; unrestrained; unobstructed.
୨. ବିଘ୍ନରହିତ —୨. Without any obstacle.
୩. ଅବ୍ୟାହତ —୩. Uncontrolled; irresistible.
୪. ସ୍ୱତନ୍ତ୍ର; ସ୍ୱାଧୀନ —୪. Independent.
୫. ଏକଗୁୟାଁ; ଏକଜିଦିଆ — Self-willed; headstrong (M.W.)

ବିଶେଷ୍ୟ -

[ସମ୍ପାଦନା]

ଅବିରତ ବୃଷ୍ଟି —Incessant raining.