ନିରବଚ୍ଛିନ୍ନ
ଦେଖଣା
ନିରବଚ୍ଛିନ୍ନ
ଉଚ୍ଚାରଣ
[ସମ୍ପାଦନା](ନିରବଚ୍ଛିନ୍ନତା—ବିଶେଷ୍ୟ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ନୁହେଁ=ଅବିଚ୍ଛିନ୍ନ)
[ସମ୍ପାଦନା]- ୧. ନିରନ୍ତର —୧. Uninterrupted.
- ୨. ଧାରାବାହିକ — ୨. Incessant; constant; continuous.
- ୩. ତନ୍ତ୍ରାତ୍ର; କେବଳ —୩. Pure and simple.
- ୪. ବିଶୁଦ୍ଧ —୪. Pure and simple.
- ୫. ଅବ୍ୟବହିତ —Immediate.
କ୍ରି.ବିଶେଷଣ -
[ସମ୍ପାଦନା]ନିରତେ; ନିରନ୍ତର —Incessantly.