ନିରବଦ୍ୟ
ଦେଖଣା
ନିରବଦ୍ୟ
ଉଚ୍ଚାରଣ
[ସମ୍ପାଦନା](ନିରବଦ୍ୟା—ସ୍ତ୍ରୀ)
(ନିରବଦ୍ୟତା—ବିଶେଷ୍ୟ)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର+ଅବଦ୍ୟ=ଅକଥ୍ୟ)
[ସମ୍ପାଦନା]- ୧. ନିର୍ଦ୍ଦୋଷ —୧. Faultless.
- ୨. ବିଶୁଦ୍ଧ —୨. Pure.
- ୩. ଅନିନ୍ଦ୍ୟ —୩. Blameless.
- ୪. ଅତୁଚ୍ଛ —୪. Not mean or low.
- ୫. ସମ୍ପୂର୍ଣ୍ଣ —୫. Complete.
- ୬. ଉତ୍କୃଷ୍ଟ —୬. Excellent.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପରମେଶ୍ୱର; ପରମାତ୍ମା —The Supreme Being (Apte)