Jump to content

ନିରବଧି

ଉଇକିଅଭିଧାନ‌ରୁ

ନିରବଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର=ନାହିଁ+ଅବଧି=ସୀମା)

[ସମ୍ପାଦନା]
୧. ଅନନ୍ତ; ଅସୀମ —୧. Uulimited; without bounds; unbounded; endless.
୨. ନିରବଚ୍ଛିନ୍ନ —୨. Uninterrupted; continuous.

କ୍ରି.ବିଶେଷଣ -

[ସମ୍ପାଦନା]
୧. ନିରନ୍ତର; ସର୍ବଦା —୧. Incessantly.

କ୍ଷତ୍ରିୟମନଙ୍କ ଅଟେତ ବ୍ରତ ବିଧି, ବୋଲି କରି ବୁଧେ କହନ୍ତି ନିରବଧି କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ


୨. ସର୍ବଦା; ସର୍ବକ୍ଷଣ —୨. Continually; always.

ସର୍ବେ ଧର୍ମରେତ ରହିଲେ ନିରବଧ—କୃଷ୍ଣସିଂହ,. ମହାଭାରତ. ସଭା