ନିରବଲମ୍ୱ
ଦେଖଣା
ନିରବଲମ୍ୱ
ଉଚ୍ଚାରଣ
[ସମ୍ପାଦନା](ନିରବଲମ୍ୱା—ସ୍ତ୍ରୀ)
(ନିରବଲମ୍ୱତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଅବଲମ୍ୱ=ଆଶ୍ରୟ
[ସମ୍ପାଦନା]- ୧. ଅବଲମ୍ୱନବିହୀନ — ୧. Having nothing to depend upon.
- ୨. ଆଶ୍ରୟ ବିହୀନ — ୨. Shelterless.
- ୩. ନିରୁପାୟ —୩. Resourceless.
- ୪. ନିଃସହାୟ —୪. Helpless.
- ୫. ଯାହା ଅନ୍ୟକୁ ଆଶ୍ରୟ ଦିଏ ନାହିଁ — ୫. Not affording support (Apte).
- ୬. ସ୍ୱାଧୀନ; ଯେ ଅନ୍ୟ ଉପରେ ନିର୍ଭର କରେ ନାହିଁ — ୬. Not depending or relying on another; independent; free. (Apte).