ନିରବଲମ୍ୱନ
ଦେଖଣା
ନିରବଲମ୍ୱନ
ଉଚ୍ଚାରଣ
[ସମ୍ପାଦନା](ନିରବଲମ୍ୱନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ନିରବଲମ୍ୱ (ଦେଖ) - — Nirabalamba (See)
- ୨. ଅସ୍ୱାମିକ — ୨. Belonging to nobody (M.W.)
ବି—(ନିର୍+ଅବଲମ୍ୱନ)
[ସମ୍ପାଦନା]- ୧. ଅବଲମ୍ୱନ ବା ଆଶ୍ରୟର ଅଭାବ —୧. Lack of support or protection.
- ୨. ଆସ୍ଥାର ଅଭାବ —୨. Want of reliance (M.W.)
=== ଦେଶଜ - ବିଣ—ବେକାର୍; ଯାହାର କୌଣସି ବ୍ୟବସାୟ ବା ବୃତ୍ତି
ଦେଶଜ - ବିଶେଷଣ - ===
ବେକାର୍; ଯାହାର କୌଣସି ବ୍ୟବସାୟ ବା ବୃତ୍ତି ନାହିଁ; ଜୀବିକାହୀନ —Unemployed; having no mean of living.