ନିରବଶେଷ
ଦେଖଣା
ନିରବଶେଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ଅବଶେଷ)
[ସମ୍ପାଦନା]- ୧. ସମ୍ପୂର୍ଣ୍ଣ; ସମଗ୍ର — ୧. Whole; entire; complete.
- ୨. ନିଃଶେଷ —୨. Without a remainder.
- ୩. ଯହିଁରୁ କିଛି ବଳି ନାହିଁ — ୩. Leaving no remnant.
ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ନିରବଶେଷେଣ)
[ସମ୍ପାଦନା]- ୧. ସମ୍ପୂର୍ଣ୍ଣରୂପେ —୧. Completely.
- ୨. ନିଃଶେଷରୂପେ —୨. Without leaving any remainder.