ନିରବସ୍ତାର
ଦେଖଣା
ନିରବସ୍ତାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନିର୍+ଅବସ୍ତାର)
[ସମ୍ପାଦନା]- ୧. ଅନାବୃତ — ୧. Uncovered; bare.
- ୨. ଯାହା ବୁଣା ଯାଇ ନାହିଁ — ୨. Not strewn. (M.W.)
- ୨. ଜାତିଭ୍ରଷ୍ଟ —୨. Excommunicated.
- ୩. ଅତି ନୀଚଜାତୀୟ —୩. Of very low caste.
[ଦ୍ରଷ୍ଟବ୍ୟ —ଯେ ଭୋଜନ କଲେ କୌଣସି ପାତ୍ରରେ ଉକ୍ତ ପାତ୍ର ସଂସ୍କାରଦ୍ୱାରା ମଧ୍ୟେ ଶୁଦ୍ଧ ହୁଏ ନାହିଁ, ତାହାକୁ ନିରବସିତ ଶୂଦ୍ର ବୋଲାଯାଏ—ପ୍ରକୃତିବାଦ ]