ନିରଭିସନ୍ଧାନ
(ନିରଭିସନ୍ଧି—ଅନ୍ୟରୂପ)
(ନିରଭିସନ୍ଧାନା—ସ୍ତ୍ରୀ)
ଅଭିସନ୍ଧି ବା ସ୍ୱାର୍ଥପୂର୍ଣ୍ଣ ଉଦ୍ଦେଶ୍ୟର ଅଭାବ — Absence of design (M.W.)
ଅଭିସନ୍ଧି ରହିତ; ସ୍ୱାର୍ଥପର ଉଦ୍ଦେଶ୍ୟ ବିହୀନ —Free from egoistic designs.