ନିରମ୍ୱୁ
ଦେଖଣା
ନିରମ୍ୱୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଅମ୍ୱୁ)
[ସମ୍ପାଦନା]- ୧. ନିର୍ଜଳ; ଶୁଷ୍କ — ୧. Waterless; dry.
- ୨. ଜଳବର୍ଜିତ; ଜଳବିହୀନ — ୨. Without water; destitute of water.
- ୩. ଯେ ଜଳ ପାନ କରେ ନାହିଁ — ୩. Abstaining from water. (M.W.)
(ନିରମ୍ୱୁ ଉପବାସ= ଯେଉଁ ଉପବାସରେ ଉପବାସୀ ବ୍ୟକ୍ତି ଜଳ ସୁଦ୍ଧା ପାନ କରେ ନାହିଁ )