Jump to content

ନିରର୍ଗଳ

ଉଇକିଅଭିଧାନ‌ରୁ

ନିରର୍ଗଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ(ବହୁବ୍ରୀହି; ନିର୍= ନାହିଁ+ଅର୍ଗଳ= ପ୍ରତିବନ୍ଧକ)

[ସମ୍ପାଦନା]
୧. ଅର୍ଗଳହୀନ; ଅନର୍ଗଳ —୧. Unbarred.
୨. ଅପ୍ରତିବନ୍ଧ; ନିବିଘ୍ନ — ୨. Without independent; without obstacles.
୩. ଅବାଧ; ମୁକ୍ତା; ଉଦ୍ଦାମ — ୩. Unrestrained; wild; free.
୪. ଅବାଧ୍ୟ —୪. Uncontrollable; irresistible. (M.W.)

କ୍ରି.ବିଶେଷଣ -

[ସମ୍ପାଦନା]
୧. ଅବାଧରେ; ଅନର୍ଗଳ ରୂପେ —୧. In an unrestrained manner; irresistibly.

ଜ୍ୱାଳାବଳି—ଜିହ୍ୱା ଚାଲି ଚାଲେ ଖରବେଗେ ଦାନାନଳ ନିରର୍ଗଳ ଯେହ୍ନେ ମହାବନେ ରାଧାନାଥ. ମହାଯାତ୍ରା

୨. ସ୍ୱାଧୀନ ଭାବରେ —୨. Freely.