ନିରର୍ଥକ
ଦେଖଣା
ନିରର୍ଥକ
ଉଚ୍ଚାରଣ
[ସମ୍ପାଦନା](ନିରର୍ଥ—ଅନ୍ୟରୂପ)
ନିରର୍ଥକା, ନିରର୍ଥାସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ସ. ବିଶେଷଣ - (ବହୁବ୍ରୀହି; ନିର୍= ନାହିଁ+ଅର୍ଥ=ପ୍ରୟୋଜନ+ କ)
[ସମ୍ପାଦନା]- ୧. ଯାହାର ଅର୍ଥ ବା ମାନେ ନାହିଁ — ୧. Meaningless; nonsensical.
- ୨. ଅନର୍ଥକ; ନିଷ୍ପ୍ରୟୋଜନ — ୨. Useless; vain; unnecessary.
- ୩. ନିଷ୍ଫଳ; ପଣ୍ଡ —୪. Futile; unsuccessful.
- ୪. ଉଦ୍ଦେଶ୍ୟବିହୀନ —୪. Aimless.
- ୫. ପାଦପୂରଣାର୍ଥ ବ୍ୟବହୃତ ଅର୍ଥବିହୀନ (ବାକ୍ୟ) — ୫. Expletive (word) (M.W.)
କ୍ରି.ବିଶେଷଣ -
[ସମ୍ପାଦନା]ବୃଥା; ଅକାରଣେ — In vain; unnecessarily.