ନିରର୍ଥକତା
ଦେଖଣା
ନିରର୍ଥକତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରଚନାର ଦୋଷବିଶେଷ —A defect in composition where an unnecessary and unsuitable word is used.
[ଦ୍ରଷ୍ଟବ୍ୟ —ରଚନାରେ ପ୍ରକୃତି ବିଷୟର ଅନୁପଯୋଗୀ ଓ ନିଷ୍ପୟୋଜନ ଶବ୍ଦ ପ୍ରଯୁକ୍ତ ହେଲେ ନିରର୍ଥକତା ଦୋଷ ହୁଏ ]
ଅସ୍ତ ହେଲେ ତବି ଗ୍ରହରାଜ ଦିନମଣି ତାରାମୟହାର ପୁନ୍ଧି ଆସିଲା ରଜନୀ ରାଧାନାଥ. କିବିତାବଳୀ ଏଠାରେ 'ଗ୍ରହରାଜ' ଶବ୍ଦର ପ୍ରୟୋଗ ନିରର୍ଥକ]