Jump to content

ନିରସ୍ତ ବିଷୟ

ଉଇକିଅଭିଧାନ‌ରୁ

ନିରସ୍ତ ବିଷୟ

ଉଚ୍ଚାରଣ

[ସମ୍ପାଦନା]
(ନିରସ୍ତ ବିଷୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିରସ୍ତ=ବିରତ ହୋଇଅଛି ବିଷୟରୁ ଯେ)

[ସମ୍ପାଦନା]

ପାର୍ଥବ ବସ୍ତୁ ବିଷୟରେ ସ୍ପୃହାହୀନ; ବିଷୟ ବୈରାଗୀ —Indifferent to mundance matters.