Jump to content

ନିରସ୍ୟମାନ

ଉଇକିଅଭିଧାନ‌ରୁ

ନିରସ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ନିରସ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନିର୍+ଅସ୍ ଧାତୁ=କ୍ଷେପଣ କରିବା +କର୍ମ. ଶାନଚ୍)

[ସମ୍ପାଦନା]

ଖଣ୍ଡ୍ୟମାନ — ୧. Which is being refuted.

୨. ଦୂରୀକ୍ରିୟମାଣ —୩. Abandoned.
୩. ନିବାର୍ଯ୍ୟମାଣ —୩. Prohibited.