Jump to content

ନିରା

ଉଇକିଅଭିଧାନ‌ରୁ

ନିରା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ଇତର)ବି (ଇତରଜନଙ୍କର ଳ ସ୍ଥାନରେ ର ଉଚ୍ଚାରଣଜନିତ ବ୍ୟବହାର)

[ସମ୍ପାଦନା]
୧. ନୀଳା (ଦେଖ) - — ୧. Nīḻā (See)
୨. ଲୀଳା (ଦେଖ) - —୨. Līḻā (See)
୩. (ପୁଂ) ନୀଳମଣି ନାମକ ପୁରୁଷର ଡାକ ନାମ — ୩. Name for calling a male named Nīḻamaṅi.
୪. (ସ୍ତ୍ରୀ) ନୀଳମଣି ନାମ୍ନୀ ସ୍ତ୍ରୀର ଡାକନାମ — ୪. Name for calling a woman named Nīḻamaṇi or Līḻābatī.