ନିରାଇନିରା
ଦେଖଣା
ନିରାଇନିରା
ଉଚ୍ଚାରଣ
[ସମ୍ପାଦନା](ନିରେଇନିରା—ଅନ୍ୟରୂପ)
ଗ୍ରାମ୍ୟ - (ଇତର) ବିଶେଷ୍ୟ - (ଇତରଜନସୁଲଭ ଉଚ୍ଚାରଣଦୋଷ ଳ ସ୍ଥାନରେ ର ଉଚ୍ଚାରଣ ଓ ଗ୍ରାମ୍ୟଭାଷାରେ ଲ ସ୍ଥାନରେ ନ ଉଚ୍ଚାରଣସଂସ୍କୃତ - ଲୀଳାହିଁ ଲୀଳା)
[ସମ୍ପାଦନା]ଅବିଶ୍ରାନ୍ତ ମଉଳ ମଜଲିସ —A round of merriment of festivities.
(ଯଥା— ଗମ୍ଭୀରସାଆନ୍ତଙ୍କ ଜନମଦିନଠଉଁ ଏକୋଇସିଆ ଯାଏ ରାଇଜଯାକ ନିରାଇନିରା ନାଗିଛି )