Jump to content

ନିରାକରିଷ୍ଣୁ

ଉଇକିଅଭିଧାନ‌ରୁ

ନିରାକରିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର+ଆ+କୃ ଧାତୁ+ଶୀଳାର୍ଥେଇଷ୍ଣୁ)

[ସମ୍ପାଦନା]
୧. ନିରାକରଣଶୀଳ — ୧. Exterminative; destructive; refuting; removing
୨. ବ୍ୟାଘାତଜନକ — ୨. Obstructive; Preventive.