ନିରାକୁଳଦ୍ୱାର
ଦେଖଣା
ନିରାକୁଳଦ୍ୱାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିରାକୁଳ+ଦ୍ୱାର)
[ସମ୍ପାଦନା]ଯେଉଁ ଗୃହ ବା ନଗରର ଦ୍ୱାର ବା ଫାଟକରେ ବେଶି ଲୋକ ଗହଳି ନାହିଁ — (a house or city) Whose gates are not too much crowded (M.W.)
- ୨. (ନିର୍= ଅତିଶୟ+ଆକୁଳ ପରିପୂର୍ଣ୍ଣ)— ଅତ୍ୟନ୍ତ ଆକୁଳ ବା ପରିପୂର୍ଣ୍ଣ —୨. Full of.
(ଯଥା—କୁସୁମ ସମୂହ ନିରାକୁଳ ବହୁଳ କଳାପ— ଗୀତଗୋବିନ୍ଦ)